SUSHRUTI-The Auditory Versions of Creations by Manoj Das

40 Episodes
Subscribe

By: World of Manoj Das

The Auditory Versions of Creations by Manoj Das

ଶେଷ ପସନ୍ଦ || Sesha Pasanda
#85
Last Monday at 1:30 AM

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ମୂଷାଛୁଆ ମାନବ କନ୍ୟାରେ ପରିବର୍ତ୍ତିତ ହେବା ଏଠାରେ ଜୀବନଧାରଣ ଶୈଳୀରେ ଆମୂଳଚୂଳ ପରିବର୍ତ୍ତନକୁ ବୁଝାଉଛି । ଏହିଭଳି ଶୈଳୀ, ରୂପ ବା ସାଜସଜ୍ଜା ଏବଂ ଅନ୍ୟାନ୍ୟ ବାହାରୁଆ ପରିବର୍ତ୍ତନ ସତ୍ତ୍ବେ ଜଣକର ମୂଳ ସ୍ଵଭାବ ଚରିତ୍ର ଅପରିବର୍ତ୍ତିତ ରହେ ଏବଂ ଅସଲ ସମୟରେ ତାହା ଫୁଟିଉଠେ ।

- “ଶେଷ ପସନ୍ଦ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ସ୍ଵାଦ ଭେଦ || Swada Bheda
#84
Last Saturday at 4:30 PM

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଜୀବନରେ ବହୁ ବସ୍ତୁର ଗୁଣ ଆମ ଚେତନାର ଗୁଣ, ଆମ ଉଦ୍ଦେଶ୍ୟ ବା ମତଲବ ଅନୁସାରେ ନିରୂପିତ ହେଉଥାଏ ।

- “ସ୍ଵାଦ ଭେଦ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ଅବାଧ୍ୟ ଗାଈ || Abadhya Gai
#83
Last Thursday at 1:41 AM

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଏ କାହାଣୀର ଗୋଟାଏ ରୂପର ବର୍ଣ୍ଣନା ଦେଇ ଶ୍ରୀ ବିଜୟକୃଷ୍ଣ ଗୋସ୍ୱାମୀ କହନ୍ତି ବାଛୁରୀଟି ଖାଣ୍ଟି ଭକ୍ତର ପ୍ରତୀକ । ଯଦି ଜଣେ ସଚ୍ଚା ଭକ୍ତକୁ ଆଦର କରେ, ଭଗବାନ୍ ତା’ ସଙ୍ଗେ ସଙ୍ଗେ ରହନ୍ତି ।

- “ଅବାଧ୍ୟ ଗାଈ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ଅଘଟଣ ଅନ୍ତରାଳେ || Aghatana Antarale
#82
09/15/2021

ଅଘଟଣ ଅନ୍ତରାଳେ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଭାରତର ଆଧ୍ୟାତ୍ମିକ ଇତିହାସରେ ଆମେ ବହୁ ସାଧୁସନ୍ଥଙ୍କର ଚିତ୍ର ଦେଖୁଁ; ଯେଉଁମାନେ ସଂସାର-ବିରାଗୀ ହେଲେ ବି ସଂସାରୀମାନଙ୍କ ପ୍ରତି ସଂବେଦନଶୀଳ ଏବଂ ଯେଉଁମାନଙ୍କ ଆଧ୍ୟାତ୍ମିକ ଅନ୍ତର୍ବୋଧ ସହ ମିଶି ରହିଥାଏ ପ୍ରଖର ବାସ୍ତବ ବୁଦ୍ଧି ।

- “ଅଘଟଣ ଅନ୍ତରାଳେ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ସୁଖର ସନ୍ଧାନୀ || Sukhara Sandhani
#81
09/14/2021

ସୁଖର ସନ୍ଧାନୀ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

କ’ଣ ମଣିଷକୁ ସୁଖୀ କରିପାରେ ? ପ୍ରଶ୍ନଟିର ଅନେକ ଉତ୍ତର ଥାଇପାରେ । ଆଧ୍ୟାତ୍ମିକ ଦୃଷ୍ଟିରୁ ଯଥାର୍ଥ ଉତ୍ତର ହେଲା - ଯାହାଦ୍ଵାରା ଆମର ଅନ୍ତରାତ୍ମା ସନ୍ତୁଷ୍ଟ ହେବ । ଭଗ୍ନ କୁଟୀର ସ୍ଥାନରେ ମନ୍ଦିର ଓ ତହିଁ ଭିତରେ ଦିଅଁ ପ୍ରତିଷ୍ଠା ମଣିଷର ସାଧାରଣ ଜୀବନ ଭଗବାନଙ୍କ ପାଇଁ ସମର୍ପିତ ହେବା ତଥା ଅନ୍ତରାତ୍ମାର ଜାଗରଣର ପ୍ରତୀକ ।

- “ସୁଖର ସନ୍ଧାନୀ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ବିସ୍ମୟ ଓ ବାସ୍ତବ || Bismaya O Bastaba
#80
09/13/2021

ବିସ୍ମୟ ଓ ବାସ୍ତବ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

କଥାରେ ଅଛି, ପ୍ରତ୍ୟେକ ସାଧୁର ଗୋଟାଏ ଅତୀତ ଅଛି ଏବଂ ପ୍ରତ୍ୟେକ ପାପୀର ମଧ୍ୟ ଗୋଟାଏ ଭବିଷ୍ୟତ୍ ଅଛି । ଜୀବନର ବହୁ ବୈଚିତ୍ର୍ୟ ଉପରେ ଗୁରୁତ୍ବ ଦିଏ ଭାରତର ପ୍ରାଜ୍ଞ ଲୋକକଥା ।

- “ବିସ୍ମୟ ଓ ବାସ୍ତବ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


‘ଚମତ୍କାର’ର କାର୍ଯ୍ୟକାରିତା || 'Camatkara'ra Karyakarita
#79
09/12/2021

‘ଚମତ୍କାର’ର କାର୍ଯ୍ୟକାରିତା

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ସନ୍ନ୍ୟାସୀଙ୍କ ଉପରେ ଜଗନର ବିଶ୍ବାସ ଏବଂ ନିଜ ପ୍ରଦତ୍ତ ‘ଶବ୍ଦ’ ଉପରେ ସନ୍ନ୍ୟାସୀଙ୍କ ବିଶ୍ବାସ (ସେ ଶବ୍ଦ ତାଙ୍କ ସିଦ୍ଧି ଦ୍ଵାରା ଶକ୍ତିଶାଳୀ) ‘ଚମତ୍କାର’ ସାଧନ କରିଥିଲା । କିନ୍ତୁ ଜଗନ ‘ଶବ୍ଦ’ଟିର ଶକ୍ତି ସମ୍ପର୍କରେ ସନ୍ଦିହାନ ହେବା ମାତ୍ରେ ‘ଚମତ୍କାର’ର ଅବସାନ ଘଟିଲା।

- “‘ଚମତ୍କାର’ର କାର୍ଯ୍ୟକାରିତା”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ତୃତୀୟ ବ୍ରହ୍ମ || Trutiya Brahma
#78
09/11/2021

ତୃତୀୟ ବ୍ରହ୍ମ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ସତ୍ୟଟିଏ ଜାଣିବା ଏବଂ ସତ୍ୟ ଉପଲବ୍ଧି କରିବା ଭିତରେ ସାତସମୁଦ୍ରର ବ୍ୟବଧାନ । ଅନେକେ ନିଜ ମାନସିକ ସାମର୍ଥ୍ୟଦ୍ଵାରା ସତ୍ୟଟିଏ ସଂପର୍କରେ ଧାରଣା କରି ତାକୁହିଁ ଜ୍ଞାନ ବୋଲି ଧରିନେଇଥାନ୍ତି । କିନ୍ତୁ ଦେଖାଯାଏ, ସେତିକି ଧାରଣା ମଧ୍ୟ ଅସଂପୂର୍ଣ୍ଣ । ଜଣେ ଯଦି ହାତୀରେ ବ୍ରହ୍ମ ଦେଖୁବ, ମାହୁନ୍ତରେ ନ ଦେଖିବ କାହିଁକି ?

- “ତୃତୀୟ ବ୍ରହ୍ମ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ଲମ୍ବଦାଢ଼ି ଘଟିତ || Lambadadhi Ghatita
#77
09/10/2021

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ତାତ୍ତ୍ବିକ ଯୁକ୍ତିପ୍ରବଣତା ସହ ବାସ୍ତବରେ ମଣିଷର ସତ୍ୟବାଦିତା ବା ଜ୍ଞାନର ସମ୍ପର୍କ ଶୂନ୍ୟ । ଏକ ଆମୋଦଜନକ କାହାଣୀ ଜରିଆରେ ଏହି ସତ୍ୟ ଟିକକ ଉଦ୍‌ଘାଟିତ ।

- “ଲମ୍ବଦାଢ଼ି ଘଟିତ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ନର୍ତ୍ତକ ଛାଗଳ || Nartaka Chagala
#10
09/10/2021

ନର୍ତ୍ତକ ଛାଗଳ || Nartaka Chagala

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ସର୍ବାଧିକ ଧନୀ || Sarbadhika Dhani
#9
09/09/2021

ସର୍ବାଧିକ ଧନୀ || Sarbadhika Dhani

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ଗୈରିକର ପ୍ରଭାବ
#76
09/08/2021

ଗୈରିକର ପ୍ରଭାବ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଯିଏ ନାଟକୀୟ ଚରିତ୍ର ସହ ସମ୍ପୂର୍ଣ୍ଣ ଏକାତ୍ମ ହୋଇଯାଏ, ସେହି ଏକା ସଫଳ ଅଭିନେତା । ସମଗ୍ର ଜୀବନହିଁ ଗୋଟାଏ ଦୃଷ୍ଟିରୁ ଅଭିନୟ । ନିଜକୁ ଏକ ଅଧ୍ୟାତ୍ମ ଚରିତ୍ର ସହ ଏକାତ୍ମ କରିପାରିଲେ ବଳେ ବଳେ ସେ ଏକାତ୍ମତାର ପ୍ରଭାବ ସମଗ୍ର ସତ୍ତାକୁ ଆବୋରି ବସେ । ତତ୍ପରେ, ଚେତନା ଉପରେ ଗୈରିକ ବସ୍ତ୍ରର ବିଶେଷ ପ୍ରଭାବ ଥାଏ ବୋଲି ବିଶ୍ଵାସ ରହିଛି । ଗୈରିକ ସାଂସାରିକ ବାସନାକୁ ପ୍ରଶମିତ କରେ । ଶ୍ରୀରାମକୃଷ୍ଣକଥିତ ଏ କାହାଣୀର ଏକ ରୂପରେ ଅଭିନେତାଟି ଜଣେ ବହୁରୂପୀ ।

- “ଗୈରିକର ପ୍ରଭାବ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ବର୍ଣ୍ଣ ନିରୂପଣ || Barna Nirupana
#8
09/08/2021

ବର୍ଣ୍ଣ ନିରୂପଣ || Barna Nirupana

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ଋଷିଙ୍କ ଅସଂହତ ଆଚରଣ || Rushinka Asahanta Acharana
#7
09/07/2021

ଋଷିଙ୍କ ଅସଂହତ ଆଚରଣ || Rushinka Asahanta Acharana

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ଇନ୍ଦ୍ରଜାଲ ଓ ଦିବ୍ୟ ଇନ୍ଦ୍ରଜାଲ
#75
09/07/2021

ଇନ୍ଦ୍ରଜାଲ ଓ ଦିବ୍ୟ ଇନ୍ଦ୍ରଜାଲ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ସାଧାରଣ ଯୁକ୍ତି ଉପରେ ବି ମହତ୍ତର ଯକ୍ତି ଅଛି । ଯିଏ ମହତ୍ତର ଜୀବନ ପାଇଁ ପ୍ରସ୍ତୁତ, ତା’ ପାଇଁ ସେ ଯୁକ୍ତି ସୁଲଭ ।

- “ଇନ୍ଦ୍ରଜାଲ ଓ ଦିବ୍ୟ ଇନ୍ଦ୍ରଜାଲ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ମାନସରୋବରାଗତ ହଂସ
#74
09/06/2021

ମାନସରୋବରାଗତ ହଂସ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ରୁକ୍ଷ ଓ ଅଜ୍ଞାନ ଆଗରେ ସୌକୁମାର୍ଯ୍ୟ ଓ ମହତ୍ତର ଜ୍ଞାନର ପରିବେଷଣ ଅନ୍ଧଦେଶକୁ ଦର୍ପଣ ବିକିଗଲା ପ୍ରାୟ ବିଡ଼ମ୍ବନା । ବିଶେଷତଃ, ଯେତେବେଳେ ଦଳେ ଅମାର୍ଜିତଙ୍କୁ ଜଣେ ଏକାକୀ ମାର୍ଜିତ ସାମନା କରେ, ତେବେ ମାର୍ଜିତର ଅବସ୍ଥା ବଡ଼ ଦୟନୀୟ ହୁଏ ।

ଏଇ କାହାଣୀଟି ସଂସ୍କୃତରେ ‘ଉଦ୍ଭଟ’ ନାମରେ ପ୍ରଚଳିତ ବ୍ୟଙ୍ଗଧର୍ମୀ ଏକ କ୍ଷୁଦ୍ର କବିତାରୁ ଗୃହୀତ ।

- “ମାନସରୋବରାଗତ ହଂସ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ବିଶ୍ବାସ: ଘୋଷଣା ଓ ବାସ୍ତବତା || Bishwasha: Ghoshana O Bastabata
#6
09/06/2021

ବିଶ୍ବାସ: ଘୋଷଣା ଓ ବାସ୍ତବତା || Bishwasha: Ghoshana O Bastabata

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ପ୍ରଶସ୍ତିର ବିଡମ୍ବନା || Prasastira Bidambana
#5
09/05/2021

ପ୍ରଶସ୍ତିର ବିଡମ୍ବନା || Prasastira Bidambana

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ଭୀଷଣ ପାନୀୟ || Bhishana Paniya
#73
09/04/2021

ଭୀଷଣ ପାନୀୟ || Bhishana Paniya

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଅନୁକରଣ ନିନ୍ଦନୀୟ; ଆଧାର୍ମିକ ବ୍ୟାପାର ରେ ତୁଚ୍ଛା ଆଚାର ଓ ଆଚରଣଗତ ଅନୁକରଣ ହାସ୍ୟାସ୍ପଦ ବ୍ୟାପାର ।

- “ଭୀଷଣ ପାନୀୟ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ସତ୍ୟାନୁରାଗୀ ନା ସତ୍ୟାହଙ୍କାରୀ ? || Saytanuragi Na Satyahankari?
#4
09/04/2021

ସତ୍ୟାନୁରାଗୀ ନା ସତ୍ୟାହଙ୍କାରୀ ? || Saytanuragi Na Satyahankari?

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ଚନ୍ଦାର କେଶତୈଳ || Chandara Keshataila
#72
09/03/2021

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ମଣିଷର ଆଧ୍ୟାତ୍ମିକ ଆସ୍କୃହା ସହିତ ପ୍ରକୃତିର ମୋହ ତା’ ଉପରେ ଯେଉଁ ପ୍ରଭାବ ବିସ୍ତାର କରିଥାଏ, ସେ ଦୁଇ ଶକ୍ତି ଭିତରେ ଦ୍ବନ୍ଦ ବହୁ କାଳ ଅବ୍ୟାହତ ରହିପାରେ । ଏ କାହାଣୀ-ନିହିତ ଚେତାବନୀ ହେଲା, ଜଣେ ନିଜ ଚୈତ୍ୟସତ୍ତାର ଆହ୍ବାନ ଶୁଣିବା ପରେ ବି ଅବିଦ୍ୟା-କବଳିତ ହୋଇ ରହିପାରେ । ସାଧୁ ଯେ ନାୟକର ଚନ୍ଦା ହେବା ବିଷୟରେ ଭବିଷ୍ୟବାଣୀ କରିଥିଲେ ତାହା ନୁହେଁ ।

- “ଚନ୍ଦାର କେଶତୈଳ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”


ମଉଳା ଫୁଲଗଛ || Maula Phulagacha
#3
09/03/2021

ମଉଳା ଫୁଲଗଛ || Maula Phulagacha

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ମଉଳା ଫୁଲଗଛ || Maula Phulagacha
#2
09/02/2021

ମଉଳା ଫୁଲଗଛ || Maula Phulagacha

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ଅଭିନବ ନେତ୍ରମଧ ଯଜ୍ଞ || Abhinaba Netramedha Jajna
#1
09/01/2021

ଅଭିନବ ନେତ୍ରମଧ ଯଜ୍ଞ || Abhinaba Netramedha Jajna

“ନୂତନ ବିକ୍ରମ ବେତାଳ କାହାଣୀ”- ଶ୍ରୀ ମନୋଜ ଦାସ (ମନୋଜ କିଶୋର ସାହିତ୍ୟ ସଙ୍କଳନ)


ହଳଦିଆ ଭାଲୁ || Haladia Bhalu
#21
08/14/2021

ହଳଦିଆ ଭାଲୁ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ଶେଷ ବୃଷ୍ଟି || Sesha Brusti
#20
08/13/2021

ଶେଷ ବୃଷ୍ଟି

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ଅରଣ୍ୟର ତୃଣ ନେଇ || Aranyara Truna Nei
#19
08/12/2021

ଅରଣ୍ୟର ତୃଣ ନେଇ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ପାଗଳୀ ଓ ଭୂତୁଣୀ || Tuma Gaan: Pagali O Bhutuni
#18
08/11/2021

ତୁମଗାଁ: ପାଗଳୀ ଓ ଭୂତୁଣୀ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: କିଆଫୁଲ || Tuma Gaan : Kia Phula
#17
08/10/2021

ତୁମଗାଁ: କିଆଫୁଲ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ଜହ୍ନର ଠିକଣା || Tuma Gaan : Jahnara Thikana
#16
08/09/2021

ତୁମଗାଁ: ଜହ୍ନର ଠିକଣା

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ହୃତ ବିହଙ୍ଗ || Tuma Gaan: Hrut Bihanga
#15
08/08/2021

ତୁମଗାଁ: ହୃତ ବିହଙ୍ଗ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ଇନ୍ଦ୍ରଧନୁ || Tuma Gaan: Indradhanu
#14
08/07/2021

ତୁମଗାଁ: ଇନ୍ଦ୍ରଧନୁ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ଗୋପନ ଇସାରା || Tuma Gaan: Gopana Ishara
#13
08/06/2021

ତୁମଗାଁ: ଗୋପନ ଇସାରା

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ଛିନ୍ନଗୁଡି || Tuma Gaan : Chinna Gudi
#12
08/05/2021

ତୁମଗାଁ: ଛିନ୍ନଗୁଡି

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ସ୍ବପ୍ନସଞ୍ଚାର || Tuma Gaan: Swapna Sanchara
#11
08/04/2021

ତୁମଗାଁ: ସ୍ବପ୍ନସଞ୍ଚାର

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ନିଶାର୍ଦ୍ଧ (୨) || Tuma Gaan: Nishardha (2)
#10
08/03/2021

ତୁମଗାଁ: ନିଶାର୍ଦ୍ଧ (୨)

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ନିଶାର୍ଦ୍ଧ (୧) || Tuma Gaan : Nishardha (1)
#9
08/02/2021

ତୁମଗାଁ: ନିଶାର୍ଦ୍ଧ (୧)

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ବିହଙ୍ଗ || Tuma Gaan : Bihanga
#8
08/01/2021

ତୁମଗାଁ: ବିହଙ୍ଗ

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ଜହ୍ନରାତି (୨) || Tuma Gaan : Jahna Rati (2)
#7
07/31/2021

ତୁମଗାଁ: ଜହ୍ନରାତି (୨)

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ


ତୁମଗାଁ: ଜହ୍ନରାତି (୧) || Tuma Gaan : Jahnarati (1)
#6
07/30/2021

ତୁମଗାଁ: ଜହ୍ନରାତି (୧)

“ତୁମଗାଁ ଓ ଅନ୍ୟାନ୍ୟ କବିତା”- ଶ୍ରୀ ମନୋଜ ଦାସ